କମିସନରେଟ୍‌ ପୁଲିସର ନୂଆ ପଦକ୍ଷେପ: ପାସପୋର୍ଟ ପାଇଁ ଥାନାକୁ ଯିବାକୁ ପଡ଼ିବନି

ଘରେ ପହଞ୍ଚି ଦସ୍ତଖତ ଆଣିବ ପୁଲିସ ଭୁବନେଶ୍ୱର: କମିସନରେଟ୍‌ ପୁଲିସର ନୂଆ ପଦକ୍ଷେପ। ଏଣିକି ପାସପୋର୍ଟ ଯାଞ୍ଚ ପାଇଁ ଆଉ ଆବେଦନକାରୀଙ୍କୁ ଥାନାକୁ ଯିବାକୁ ପଡ଼ିବ ନାହିଁ। କିମ୍ବା ଥାନାରେ ଘଣ୍ଟାଘଣ୍ଟା ଧରି ବଡ଼ ବାବୁଙ୍କୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଓଲଟି ଥାନାବାବୁ ଆପଣଙ୍କ ନିକଟରେ ପହଞ୍ଚି ଆବେଦନ ଫର୍ମରେ ଦସ୍ତଖତ ମାରିବେ। ଭୁବନେଶ୍ୱର ଡିସିପିଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରର ସମସ୍ତ ଥାନା ଅଧିକାରୀ ଓ ପାସପୋର୍ଟ ଯାଞ୍ଚ କରୁଥିବା … Continue reading କମିସନରେଟ୍‌ ପୁଲିସର ନୂଆ ପଦକ୍ଷେପ: ପାସପୋର୍ଟ ପାଇଁ ଥାନାକୁ ଯିବାକୁ ପଡ଼ିବନି